Back to Search

Suryasta Purbaru Sandhya

AUTHOR Pattanaik, Bibhuti
PUBLISHER Black Eagle Books (12/20/2022)
PRODUCT TYPE Paperback (Paperback)

Description

'ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା'ରେ ୨୦୨୧ ମସିହାରେ ପ୍ରକାଶିତ ମୋର ଯେଉଁ ୫ଟି ଗଳ୍ପ ଏବଂ ଗୋଟିଏ ଛୋଟ ଉପନ୍ୟାସ ବା ଦୀର୍ଘ ଗଳ୍ପ ସ୍ଥାନିତ ହୋଇଛି, ତାହା ମୋ ପୂର୍ବପ୍ରକାଶିତ ସମାଜବାସ୍ତବତାବାଦୀ, ସମାଜବାଦୀ ବାସ୍ତବତାଧର୍ମୀ ଏବଂ ନୂତନ ଭାବନାର ଗଳ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ପୁସ୍ତକର ପ୍ରଥମ ଗଳ୍ପ 'ଉଡ଼ାଜାହାଜ'ରେ କେହି କେହି ମ୍ୟାଜିକ୍ ରିଅଲିଜିମ୍ ବା ଯାଦୁ ବାସ୍ତବତାର ବାସ୍ନା ବାରିଥିଲାବେଳେ ଆଉ କେହି କେହି 'ଧୂଳିଆ ବାବା' ଏବଂ 'ଅବକାରୀ ମନ୍ତ୍ରୀ' ଗଳ୍ପକୁ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ବୋଲି ଦାବି କରନ୍ତି । 'ଉଡ଼ାଜାହାଜ' ଗଳ୍ପରେ ଯାଦୁବାସ୍ତବତାର ନିବିଡ଼ ସ୍ପର୍ଶ ଥାଇପାରେ କିନ୍ତୁ ଏହା ମାରକ୍ୱେଜ୍]ଙ୍କ ମ୍ୟାଜିକ୍ ରିଅଲିଜିମ୍ ନୁହେଁ, ଯଦିଓ କଳ୍ପନାଶକ୍ତିର କୁହୁକ ଏ ଗଳ୍ପକୁ ସାମାଜିକ ବାସ୍ତବତାର ସୀମାନ୍ତ ପାର କରିଦେଇଛି ।

ନବେ ଦଶକରେ 'ଝଙ୍କାର'ରେ ପ୍ରକାଶିତ ସାମାଜିକ ବାସ୍ତବତାବାଦୀ ଗଳ୍ପ ସହିତ ୨୦୨୧ ମସିହାରେ ଲିଖିତ ମୋର ପାଞ୍ଚଟି ଭିନ୍ନଭାଷୀ ଏବଂ ଭିନ୍ନ ଭାବନାର ଗୁରୁତ୍ୱପୂର୍ଣ୍ଣ ଗଳ୍ପକୁ 'ବ୍ଲାକ୍ ଈଗଲ୍ ବୁକ୍ସ' ପ୍ରକାଶ କରୁଥିବାରୁ ପାଠକମାନଙ୍କ ଲାଗି ଏହା ଅଧିକ ଆକର୍ଷଣୀୟ ଓ ସଂଗ୍ରହଣୀୟ ହେବ ବୋଲି ଆଶା କରୁଛି ।

- ବିଭୂତି ପଟ୍ଟନାୟକ

Show More
Product Format
Product Details
ISBN-13: 9781645600961
ISBN-10: 1645600963
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 202
Carton Quantity: 36
Product Dimensions: 5.50 x 0.46 x 8.50 inches
Weight: 0.58 pound(s)
Country of Origin: US
Subject Information
BISAC Categories
Fiction | Short Stories (single author)
Fiction | Romance - Contemporary
Fiction | World Literature - India - 21st Century
Descriptions, Reviews, Etc.
publisher marketing

'ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା'ରେ ୨୦୨୧ ମସିହାରେ ପ୍ରକାଶିତ ମୋର ଯେଉଁ ୫ଟି ଗଳ୍ପ ଏବଂ ଗୋଟିଏ ଛୋଟ ଉପନ୍ୟାସ ବା ଦୀର୍ଘ ଗଳ୍ପ ସ୍ଥାନିତ ହୋଇଛି, ତାହା ମୋ ପୂର୍ବପ୍ରକାଶିତ ସମାଜବାସ୍ତବତାବାଦୀ, ସମାଜବାଦୀ ବାସ୍ତବତାଧର୍ମୀ ଏବଂ ନୂତନ ଭାବନାର ଗଳ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ପୁସ୍ତକର ପ୍ରଥମ ଗଳ୍ପ 'ଉଡ଼ାଜାହାଜ'ରେ କେହି କେହି ମ୍ୟାଜିକ୍ ରିଅଲିଜିମ୍ ବା ଯାଦୁ ବାସ୍ତବତାର ବାସ୍ନା ବାରିଥିଲାବେଳେ ଆଉ କେହି କେହି 'ଧୂଳିଆ ବାବା' ଏବଂ 'ଅବକାରୀ ମନ୍ତ୍ରୀ' ଗଳ୍ପକୁ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ବୋଲି ଦାବି କରନ୍ତି । 'ଉଡ଼ାଜାହାଜ' ଗଳ୍ପରେ ଯାଦୁବାସ୍ତବତାର ନିବିଡ଼ ସ୍ପର୍ଶ ଥାଇପାରେ କିନ୍ତୁ ଏହା ମାରକ୍ୱେଜ୍]ଙ୍କ ମ୍ୟାଜିକ୍ ରିଅଲିଜିମ୍ ନୁହେଁ, ଯଦିଓ କଳ୍ପନାଶକ୍ତିର କୁହୁକ ଏ ଗଳ୍ପକୁ ସାମାଜିକ ବାସ୍ତବତାର ସୀମାନ୍ତ ପାର କରିଦେଇଛି ।

ନବେ ଦଶକରେ 'ଝଙ୍କାର'ରେ ପ୍ରକାଶିତ ସାମାଜିକ ବାସ୍ତବତାବାଦୀ ଗଳ୍ପ ସହିତ ୨୦୨୧ ମସିହାରେ ଲିଖିତ ମୋର ପାଞ୍ଚଟି ଭିନ୍ନଭାଷୀ ଏବଂ ଭିନ୍ନ ଭାବନାର ଗୁରୁତ୍ୱପୂର୍ଣ୍ଣ ଗଳ୍ପକୁ 'ବ୍ଲାକ୍ ଈଗଲ୍ ବୁକ୍ସ' ପ୍ରକାଶ କରୁଥିବାରୁ ପାଠକମାନଙ୍କ ଲାଗି ଏହା ଅଧିକ ଆକର୍ଷଣୀୟ ଓ ସଂଗ୍ରହଣୀୟ ହେବ ବୋଲି ଆଶା କରୁଛି ।

- ବିଭୂତି ପଟ୍ଟନାୟକ

Show More
List Price $15.00
Your Price  $14.85
Paperback