Back to Search

Banyajantu

AUTHOR Mishra, Prfafulla Kumar
PUBLISHER Black Eagle Books (12/12/2022)
PRODUCT TYPE Paperback (Paperback)

Description

ସୃଷ୍ଟି ଓ ଜନ୍ମମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା, ଋଷିମୁନିମାନଙ୍କର ସାଧନା, ବିଭିନ୍ନ ଧର୍ମ ସଂପ୍ରଦାୟର ଏ ସଂପର୍କୀୟ ଗୂଢ଼ ରହସ୍ୟ ଜାଣିବାର କାମନା ଓ ଧର୍ମଗ୍ରନ୍ଥ ବା ପୁରାଣମାନଙ୍କରେ ବର୍ଣ୍ଣିତ ସୂଚନା ମାଧ୍ୟମରେ ଏ ସମସ୍ତଙ୍କର ପ୍ରଚେଷ୍ଟା ଆବହମାନକାଳରୁ ଅବ୍ୟାହତ ରହିଛି । ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କ କ୍ଷେତ୍ରରେ ଉନ୍ମୋଚିତ ଓ ସ୍ୱାସ୍ଥ୍ୟଗତ ତଥ୍ୟସମୂହ, ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଦୀର୍ଘ ଜୀବନଯାପନ କରିବାର ପଥ କିୟତ୍ ଅଂଶରେ ପ୍ରଦର୍ଶନ କରିପାରିଛି । ତଥାପି ମଧ୍ୟ ସମୟ ସମୟରେ ପଥଭ୍ରଷ୍ଟ ହେବାପରି ପ୍ରତୀୟମାନ ହେଉଛି । ମାତ୍ର ବନ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟା ଅଦ୍ୟାବଧି ରହସ୍ୟାବୃତ୍ତ ।

ଏହି ପୁସ୍ତକଟିରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ଯେଉଁସବୁ ତଥ୍ୟ ଉପସ୍ଥାପିତ ହୋଇଛି, ବାସ୍ତବରେ ସେଗୁଡ଼ିକ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ, ଚିତ୍ତାକର୍ଷକ, ଆକର୍ଷଣୀୟ, ଚମକପ୍ରଦ ଓ ଆମୋଦଦାୟୀ । ପୁସ୍ତକଟିରେ ଉପସ୍ଥାପନ କରାଯାଇଥିବା ଜଙ୍ଗଲ ଜନ୍ତୁମାନଙ୍କର, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ପଶୁରାଜ ସିଂହର ସୌନ୍ଦର୍ଯ୍ୟ, ଅନ୍ତର୍ନିହିତ ଶକ୍ତି, ସାମାଜିକ ଚଳନିରେ ଅନ୍ତର୍ଜନନ ପ୍ରତି ବିଦ୍ୱେଷ, ସର୍ବଶକ୍ତିସମ୍ପନ୍ନା ମାଆ ଦୁର୍ଗାଙ୍କର ବାହନ ଓ ମନ୍ଦିରମାନଙ୍କର ରକ୍ଷକ ଭାବରେ ଆମ୍ଭମାନଙ୍କର ଆଦରଣୀୟ ଓ ବନ୍ଦନୀୟ ମଧ୍ୟ । ନେଉଳ

Show More
Product Format
Product Details
ISBN-13: 9781645600985
ISBN-10: 164560098X
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 248
Carton Quantity: 30
Product Dimensions: 5.50 x 0.56 x 8.50 inches
Weight: 0.70 pound(s)
Country of Origin: US
Subject Information
BISAC Categories
Nature | Animals - Wildlife
Descriptions, Reviews, Etc.
publisher marketing

ସୃଷ୍ଟି ଓ ଜନ୍ମମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା, ଋଷିମୁନିମାନଙ୍କର ସାଧନା, ବିଭିନ୍ନ ଧର୍ମ ସଂପ୍ରଦାୟର ଏ ସଂପର୍କୀୟ ଗୂଢ଼ ରହସ୍ୟ ଜାଣିବାର କାମନା ଓ ଧର୍ମଗ୍ରନ୍ଥ ବା ପୁରାଣମାନଙ୍କରେ ବର୍ଣ୍ଣିତ ସୂଚନା ମାଧ୍ୟମରେ ଏ ସମସ୍ତଙ୍କର ପ୍ରଚେଷ୍ଟା ଆବହମାନକାଳରୁ ଅବ୍ୟାହତ ରହିଛି । ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କ କ୍ଷେତ୍ରରେ ଉନ୍ମୋଚିତ ଓ ସ୍ୱାସ୍ଥ୍ୟଗତ ତଥ୍ୟସମୂହ, ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଦୀର୍ଘ ଜୀବନଯାପନ କରିବାର ପଥ କିୟତ୍ ଅଂଶରେ ପ୍ରଦର୍ଶନ କରିପାରିଛି । ତଥାପି ମଧ୍ୟ ସମୟ ସମୟରେ ପଥଭ୍ରଷ୍ଟ ହେବାପରି ପ୍ରତୀୟମାନ ହେଉଛି । ମାତ୍ର ବନ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟା ଅଦ୍ୟାବଧି ରହସ୍ୟାବୃତ୍ତ ।

ଏହି ପୁସ୍ତକଟିରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ଯେଉଁସବୁ ତଥ୍ୟ ଉପସ୍ଥାପିତ ହୋଇଛି, ବାସ୍ତବରେ ସେଗୁଡ଼ିକ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ, ଚିତ୍ତାକର୍ଷକ, ଆକର୍ଷଣୀୟ, ଚମକପ୍ରଦ ଓ ଆମୋଦଦାୟୀ । ପୁସ୍ତକଟିରେ ଉପସ୍ଥାପନ କରାଯାଇଥିବା ଜଙ୍ଗଲ ଜନ୍ତୁମାନଙ୍କର, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ପଶୁରାଜ ସିଂହର ସୌନ୍ଦର୍ଯ୍ୟ, ଅନ୍ତର୍ନିହିତ ଶକ୍ତି, ସାମାଜିକ ଚଳନିରେ ଅନ୍ତର୍ଜନନ ପ୍ରତି ବିଦ୍ୱେଷ, ସର୍ବଶକ୍ତିସମ୍ପନ୍ନା ମାଆ ଦୁର୍ଗାଙ୍କର ବାହନ ଓ ମନ୍ଦିରମାନଙ୍କର ରକ୍ଷକ ଭାବରେ ଆମ୍ଭମାନଙ୍କର ଆଦରଣୀୟ ଓ ବନ୍ଦନୀୟ ମଧ୍ୟ । ନେଉଳ

Show More
List Price $14.00
Your Price  $13.86
Paperback