Back to Search

Kalpalokara Chhaya

AUTHOR Nayak, Archana; Bhanja, Sanghamitra
PUBLISHER Black Eagle Books (11/30/2022)
PRODUCT TYPE Paperback (Paperback)

Description

ପାର୍ଥିବ ଜଗତରେ ଥାଇ ଅପାର୍ଥିବ, ଦୃଶ୍ୟାୟିତ ଜଗତର ଊର୍ଦ୍ଧ୍ୱରେ ଥିବା ଅଦୃଶ୍ୟଲୋକର ରହସ୍ୟାନୁଭୂତିକୁ ଧାରଣ କରିଛି ଏହି 'କଳ୍ପଲୋକର ଛାୟା' ଗଳ୍ପସଂକଳନଟି । ଏହି ସଂକଳନସ୍ଥ ଊଣେଇଶଗୋଟି ଗଳ୍ପରେ ଦୃଶ୍ୟ ଅଦୃଶ୍ୟ ଅନୁଭବର କଥା ରହିଛି । ଅଲୌକିକ ଶକ୍ତିର ସତ୍ୟତା ନିକଟରେ ଯୁକ୍ତିବାଦୀ ବୁଦ୍ଧି ହାର୍ ମାନିବାର ଅନୁଭବ ରହିଛି 'ଅଲୌକିକ' ଗଳ୍ପରେ । ଛାୟା ଦର୍ଶନ ଭଳି ଅଦ୍ଭୁତ ବିଦ୍ୟାର କଥା ରହିଛି 'ଛାୟାଦର୍ଶନ' ଗଳ୍ପରେ । 'ସାକ୍ଷୀ ଠାକୁରାଣୀ' ଗଳ୍ପରେ ଗାଳ୍ପିକଙ୍କ ସ୍ୱ-ଅନୁଭୂତି ଓ ବିଶ୍ୱାସର କଥା ରହିଛି । ମୋକ୍ଷପ୍ରାପ୍ତି ନିମନ୍ତେ ଆକାଂକ୍ଷିତ ଜଣକ ଜୀବନରେ ତୃତୀୟ ନାରୀର ଉପସ୍ଥିତିର ପ୍ରସଙ୍ଗ ରହିଛି 'ତୃତୀୟନାରୀ' ଗଳ୍ପରେ । ବନ୍ଧନ ଜାଲରୁ ମୁକ୍ତ ହେବାପାଇଁ ଚେତନାର ସୂକ୍ଷ୍ମଗଳିର ନିର୍ଦ୍ଦେଶ ରହିଛି 'ଶାପମୁକ୍ତି' ଗଳ୍ପରେ । ଦିବ୍ୟତାକୁ ଧାରଣ କରିବା ନିମନ୍ତେ ନିର୍ଦ୍ଧାରିତ ପୂଜାପଦ୍ଧତି ଅପେକ୍ଷା ଶ୍ରଦ୍ଧା ଏବଂ ପୂର୍ଣ୍ଣବିଶ୍ୱାସର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ ରହିଛି 'ଆମେଲି' ଗଳ୍ପରେ । ମୃତ ଓ ଜୀବିତ ଭିତରେ ଥିବା ସମ୍ପର୍କର ସେତୁର ସ୍ଥିତି ସମ୍ପର୍କରେ ଅଦ୍ଭୁତ ଓ ରୋମାଞ୍ଚକାରୀ ବର୍ଣ୍ଣନା ରହିଛି ହଂସପ୍ରହରୀ ଗଳ୍ପରେ । 'ଅନ୍ୟ ଦୃଶ୍ୟ' ଗଳ୍ପରେ ସ୍ଥୂଳ ଆଖି ଦେଖିପାରୁଥିବା ଦୃଶ୍ୟ ବାହାର ଥିବା ଅଦୃଶ୍ୟ ସତ୍ତାର ବର୍ଣ୍ଣନା ରହିଛି । ଚିତ୍ରରୂପ, ଗଳ୍ପରେ ଦିବ୍ୟ ଅନୁଭବର ଦାର୍ଶନିକ ବର୍ଣ୍ଣନା ରହିଛି । ବିଶ

Show More
Product Format
Product Details
ISBN-13: 9781645600992
ISBN-10: 1645600998
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 278
Carton Quantity: 26
Product Dimensions: 5.50 x 0.63 x 8.50 inches
Weight: 0.78 pound(s)
Country of Origin: US
Subject Information
BISAC Categories
Fiction | Literary
Fiction | Occult & Supernatural
Fiction | World Literature - Asia (General)
Descriptions, Reviews, Etc.
publisher marketing

ପାର୍ଥିବ ଜଗତରେ ଥାଇ ଅପାର୍ଥିବ, ଦୃଶ୍ୟାୟିତ ଜଗତର ଊର୍ଦ୍ଧ୍ୱରେ ଥିବା ଅଦୃଶ୍ୟଲୋକର ରହସ୍ୟାନୁଭୂତିକୁ ଧାରଣ କରିଛି ଏହି 'କଳ୍ପଲୋକର ଛାୟା' ଗଳ୍ପସଂକଳନଟି । ଏହି ସଂକଳନସ୍ଥ ଊଣେଇଶଗୋଟି ଗଳ୍ପରେ ଦୃଶ୍ୟ ଅଦୃଶ୍ୟ ଅନୁଭବର କଥା ରହିଛି । ଅଲୌକିକ ଶକ୍ତିର ସତ୍ୟତା ନିକଟରେ ଯୁକ୍ତିବାଦୀ ବୁଦ୍ଧି ହାର୍ ମାନିବାର ଅନୁଭବ ରହିଛି 'ଅଲୌକିକ' ଗଳ୍ପରେ । ଛାୟା ଦର୍ଶନ ଭଳି ଅଦ୍ଭୁତ ବିଦ୍ୟାର କଥା ରହିଛି 'ଛାୟାଦର୍ଶନ' ଗଳ୍ପରେ । 'ସାକ୍ଷୀ ଠାକୁରାଣୀ' ଗଳ୍ପରେ ଗାଳ୍ପିକଙ୍କ ସ୍ୱ-ଅନୁଭୂତି ଓ ବିଶ୍ୱାସର କଥା ରହିଛି । ମୋକ୍ଷପ୍ରାପ୍ତି ନିମନ୍ତେ ଆକାଂକ୍ଷିତ ଜଣକ ଜୀବନରେ ତୃତୀୟ ନାରୀର ଉପସ୍ଥିତିର ପ୍ରସଙ୍ଗ ରହିଛି 'ତୃତୀୟନାରୀ' ଗଳ୍ପରେ । ବନ୍ଧନ ଜାଲରୁ ମୁକ୍ତ ହେବାପାଇଁ ଚେତନାର ସୂକ୍ଷ୍ମଗଳିର ନିର୍ଦ୍ଦେଶ ରହିଛି 'ଶାପମୁକ୍ତି' ଗଳ୍ପରେ । ଦିବ୍ୟତାକୁ ଧାରଣ କରିବା ନିମନ୍ତେ ନିର୍ଦ୍ଧାରିତ ପୂଜାପଦ୍ଧତି ଅପେକ୍ଷା ଶ୍ରଦ୍ଧା ଏବଂ ପୂର୍ଣ୍ଣବିଶ୍ୱାସର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ ରହିଛି 'ଆମେଲି' ଗଳ୍ପରେ । ମୃତ ଓ ଜୀବିତ ଭିତରେ ଥିବା ସମ୍ପର୍କର ସେତୁର ସ୍ଥିତି ସମ୍ପର୍କରେ ଅଦ୍ଭୁତ ଓ ରୋମାଞ୍ଚକାରୀ ବର୍ଣ୍ଣନା ରହିଛି ହଂସପ୍ରହରୀ ଗଳ୍ପରେ । 'ଅନ୍ୟ ଦୃଶ୍ୟ' ଗଳ୍ପରେ ସ୍ଥୂଳ ଆଖି ଦେଖିପାରୁଥିବା ଦୃଶ୍ୟ ବାହାର ଥିବା ଅଦୃଶ୍ୟ ସତ୍ତାର ବର୍ଣ୍ଣନା ରହିଛି । ଚିତ୍ରରୂପ, ଗଳ୍ପରେ ଦିବ୍ୟ ଅନୁଭବର ଦାର୍ଶନିକ ବର୍ଣ୍ଣନା ରହିଛି । ବିଶ

Show More
List Price $16.00
Your Price  $15.84
Paperback