Back to Search

Gourahari Dasanka Saraswata Balaya

AUTHOR Sahoo, Jyoti; Sahoo, Diptimayee; Bhanja, Sanghamitra
PUBLISHER Black Eagle Books (05/29/2022)
PRODUCT TYPE Paperback (Paperback)

Description

ଗୌରହରି ଦାସଙ୍କ ସାମଗ୍ରିକ ସୃଜନକର୍ମକୁ ନେଇ ଆଲୋଚନା କରିବାର ନିଷ୍ପତ୍ତି ଆଦୌ ଆକସ୍ମିକ ନ ଥିଲା । 'ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ଏକଦା ନାରୀସଶକ୍ତିକରଣ ପ୍ରସଙ୍ଗ ଆଲୋଚନା ଅବସରରେ ସାଂପ୍ରତିକ ସମୟର ସବୁଠୁ ଅଧିକ ନାରୀବାଦୀ-ସମ୍ବେଦନଶୀଳ ଲେଖକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ସେଦିନ ଗୌରହରି ଦାସଙ୍କ 'ଅହଲ୍ୟାର ବାହାଘର'ର କଥାବସ୍ତୁର ଆଲୋଚନା କରିବା ସହିତ ତା'ର ହୃଦୟସ୍ପର୍ଶକାରୀ ଆବେଦନ ସଂପର୍କରେ ଆଲୋଚନା କରିଥିଲେ । ଏତଦ୍]ଭିନ୍ନ ଅନ୍ୟାନ୍ୟ ବିଶିଷ୍ଟ ଲେଖକ-ଲେଖିକାଙ୍କ ନାରୀ ମନସ୍ତତ୍ତ୍ୱଧର୍ମୀ କଥାଚାତୁର୍ଯ୍ୟ ସଂପର୍କରେ ମଧ୍ୟ ସେମାନେ ଦୀର୍ଘ ଚର୍ଚ୍ଚା କରିଥିଲେ । ସେଦିନ ଆମେ ନାରୀ ପକ୍ଷଧର ଓ ନାରୀସଶକ୍ତିକରଣକୁ ଦୃଢ଼ତାର ସହ ସ୍ୱୀକୃତି ପ୍ରଦାନ କରିଥିବା କଥାକାର ଗୌରହରି ଦାସଙ୍କ ସୃଷ୍ଟିସମ୍ଭାରକୁ ସର୍ବପ୍ରଥମେ ଆଲୋଚନା ପାଇଁ ଗ୍ରହଣ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ । ସେହି ସାରସ୍ୱତ ନିଷ୍ପତ୍ତିର ଫଳଶ୍ରୁତି ହେଉଛି ଏହି 'ଗୌରହରି ଦାସଙ୍କ ସାରସ୍ୱତ ବଳୟ' ସଂକଳନ, ଯେଉଁଥିରେ ଲେଖକଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ବିକ୍ଷିପ୍ତ ଆକଳନ ନିମନ୍ତେ କ୍ଷୁଦ୍ର ପ୍ରୟାସ ହୋଇଛି । ଏହି ସଂକଳନସ୍ଥ ଆଲୋଚନାଗୁଡ଼ିକ ଆୟାସସାଧ୍ୟ ତଥା ସମୟସାପେକ୍ଷ । ଗୌରହରିଙ୍କୁ ନେଇ ଆଗାମୀ ଗବେଷଣା କ୍ଷେତ୍ରରେ ଏହା ଜିଜ୍ଞାସୁ ଗବେଷକଙ୍କ ନିମନ୍ତେ ଏକ ସୁଦୂରପ୍ର

Show More
Product Format
Product Details
ISBN-13: 9781645602842
ISBN-10: 1645602842
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 436
Carton Quantity: 16
Product Dimensions: 5.50 x 0.97 x 8.50 inches
Weight: 1.21 pound(s)
Country of Origin: US
Subject Information
BISAC Categories
Literary Criticism | Asian - General
Literary Criticism | Reference
Literary Criticism | Modern - General
Descriptions, Reviews, Etc.
publisher marketing

ଗୌରହରି ଦାସଙ୍କ ସାମଗ୍ରିକ ସୃଜନକର୍ମକୁ ନେଇ ଆଲୋଚନା କରିବାର ନିଷ୍ପତ୍ତି ଆଦୌ ଆକସ୍ମିକ ନ ଥିଲା । 'ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ଏକଦା ନାରୀସଶକ୍ତିକରଣ ପ୍ରସଙ୍ଗ ଆଲୋଚନା ଅବସରରେ ସାଂପ୍ରତିକ ସମୟର ସବୁଠୁ ଅଧିକ ନାରୀବାଦୀ-ସମ୍ବେଦନଶୀଳ ଲେଖକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ସେଦିନ ଗୌରହରି ଦାସଙ୍କ 'ଅହଲ୍ୟାର ବାହାଘର'ର କଥାବସ୍ତୁର ଆଲୋଚନା କରିବା ସହିତ ତା'ର ହୃଦୟସ୍ପର୍ଶକାରୀ ଆବେଦନ ସଂପର୍କରେ ଆଲୋଚନା କରିଥିଲେ । ଏତଦ୍]ଭିନ୍ନ ଅନ୍ୟାନ୍ୟ ବିଶିଷ୍ଟ ଲେଖକ-ଲେଖିକାଙ୍କ ନାରୀ ମନସ୍ତତ୍ତ୍ୱଧର୍ମୀ କଥାଚାତୁର୍ଯ୍ୟ ସଂପର୍କରେ ମଧ୍ୟ ସେମାନେ ଦୀର୍ଘ ଚର୍ଚ୍ଚା କରିଥିଲେ । ସେଦିନ ଆମେ ନାରୀ ପକ୍ଷଧର ଓ ନାରୀସଶକ୍ତିକରଣକୁ ଦୃଢ଼ତାର ସହ ସ୍ୱୀକୃତି ପ୍ରଦାନ କରିଥିବା କଥାକାର ଗୌରହରି ଦାସଙ୍କ ସୃଷ୍ଟିସମ୍ଭାରକୁ ସର୍ବପ୍ରଥମେ ଆଲୋଚନା ପାଇଁ ଗ୍ରହଣ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ । ସେହି ସାରସ୍ୱତ ନିଷ୍ପତ୍ତିର ଫଳଶ୍ରୁତି ହେଉଛି ଏହି 'ଗୌରହରି ଦାସଙ୍କ ସାରସ୍ୱତ ବଳୟ' ସଂକଳନ, ଯେଉଁଥିରେ ଲେଖକଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ବିକ୍ଷିପ୍ତ ଆକଳନ ନିମନ୍ତେ କ୍ଷୁଦ୍ର ପ୍ରୟାସ ହୋଇଛି । ଏହି ସଂକଳନସ୍ଥ ଆଲୋଚନାଗୁଡ଼ିକ ଆୟାସସାଧ୍ୟ ତଥା ସମୟସାପେକ୍ଷ । ଗୌରହରିଙ୍କୁ ନେଇ ଆଗାମୀ ଗବେଷଣା କ୍ଷେତ୍ରରେ ଏହା ଜିଜ୍ଞାସୁ ଗବେଷକଙ୍କ ନିମନ୍ତେ ଏକ ସୁଦୂରପ୍ର

Show More
List Price $20.00
Your Price  $19.80
Paperback