Back to Search

Kie Kahiba, Kana Heba?

AUTHOR Radhamohan
PUBLISHER Black Eagle Books (06/13/2022)
PRODUCT TYPE Paperback (Paperback)

Description

ବିଜ୍ଞାନର ସବୁଠାରୁ ବଡ଼ 'ସଫଳତା' ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି! ଉତ୍ତର ମେରୁର ବରଫ ଦ୍ରୁତ ଗତିରେ ତରଳୁଛି, ବିହନ ବ୍ୟାଙ୍କରୁ ବରଫ ତରଳି ଲୁହା ସିନ୍ଧୁକ ଦେଖାଗଲାଣି । ଅନ୍ତର୍ଜାତିକ ବିହନବ୍ୟାଙ୍କ ଏବେ ଦୁର୍ଦ୍ଦଶାଗ୍ରସ୍ତ । "ଜଳବାୟୁ ପରିବର୍ତ୍ତନ ଓ ହିସାବ ବିଗିଡିଗଲା"ରେ ପ୍ରଫେସର ରାଧାମୋହନ ମାନବସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, "ପ୍ରକୃତି ମଣିଷର ଔଦ୍ଧତ୍ୟକୁ ବରଦାସ୍ତ କରିବ ନାହିଁ- ସେ ଉଗ୍ର ହେବ । ବନ୍ୟା-ବାତ୍ୟା-ମରୁଡ଼ି ପୃଥିବୀର ସ୍ଥିତିକୁ ଦୋହଲାଇଦେବ । ଷ୍ଟିଫେନ୍ ହକିନ୍]ସ୍ ୨୦୧୮ରେ ସତର୍କ କରିଥିଲେ "ମଣିଷ ପ୍ରକୃତିକୁ ଯେପରି ଲୁଣ୍ଠନ କରୁଛି, ଖୁବ ଶୀଘ୍ର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର ଶିକାର ହେବ । ୨୦୫୦-୬୦ବେଳକୁ ମଣିଷ ପୃଥିବୀରୁ ଲୋପ ପାଇଯିବ ।" ପ୍ରଫେସର ରାଧାମୋହନ ଓ ଷ୍ଟିଫେନ ହକିନ୍]ସ୍ ଏକା କଥା କୁହନ୍ତି । କିନ୍ତୁ ସାଧାରଣ ଚାଷୀ, ମୂଲିଆ ଓ ସ୍କୁଲଛାତ୍ରମାନେ ଷ୍ଟିଫେନ୍ ହକିନ୍]ସ୍]ଙ୍କୁ ବୁଝିବା କଷ୍ଟ । ପ୍ରଫେସର ରାଧାମୋହନଙ୍କ ଉପସ୍ଥାପନା ଅତି ନିଆରା । ତାଙ୍କ ଲେଖାକୁ ୮/୧୦ ବର୍ଷର ପିଲାଠାରୁ ଆରମ୍ଭ କରି ଗାଁର ୭୦/୮୦ବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସହଜରେ ବୁଝିଯିବେ । ମୁଁ ଜଣେ ଆଜୀବନ ଶିକ୍ଷାର୍ଥୀ । ପ୍ରଫେସର ରାଧାମୋହନଙ୍କ ଜ୍ଞାନ ମାପିବା ମୋ ପକ୍ଷେ ସମ୍ଭବ ନୁହଁ । କେବଳ ଏତିକି କହିବି ଯେ ପ୍ରଫେସର ରାଧାମୋହନଙ୍କୁ ତାଙ୍କ ହାତତିଆରି 'ସମ୍ଭବ' ଓ 

Show More
Product Format
Product Details
ISBN-13: 9781645602859
ISBN-10: 1645602850
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 166
Carton Quantity: 44
Product Dimensions: 5.50 x 0.38 x 8.50 inches
Weight: 0.48 pound(s)
Country of Origin: US
Subject Information
BISAC Categories
Biography & Autobiography | Asian & Asian American
Biography & Autobiography | Social Scientists & Psychologists
Biography & Autobiography | Essays
Descriptions, Reviews, Etc.
publisher marketing

ବିଜ୍ଞାନର ସବୁଠାରୁ ବଡ଼ 'ସଫଳତା' ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି! ଉତ୍ତର ମେରୁର ବରଫ ଦ୍ରୁତ ଗତିରେ ତରଳୁଛି, ବିହନ ବ୍ୟାଙ୍କରୁ ବରଫ ତରଳି ଲୁହା ସିନ୍ଧୁକ ଦେଖାଗଲାଣି । ଅନ୍ତର୍ଜାତିକ ବିହନବ୍ୟାଙ୍କ ଏବେ ଦୁର୍ଦ୍ଦଶାଗ୍ରସ୍ତ । "ଜଳବାୟୁ ପରିବର୍ତ୍ତନ ଓ ହିସାବ ବିଗିଡିଗଲା"ରେ ପ୍ରଫେସର ରାଧାମୋହନ ମାନବସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, "ପ୍ରକୃତି ମଣିଷର ଔଦ୍ଧତ୍ୟକୁ ବରଦାସ୍ତ କରିବ ନାହିଁ- ସେ ଉଗ୍ର ହେବ । ବନ୍ୟା-ବାତ୍ୟା-ମରୁଡ଼ି ପୃଥିବୀର ସ୍ଥିତିକୁ ଦୋହଲାଇଦେବ । ଷ୍ଟିଫେନ୍ ହକିନ୍]ସ୍ ୨୦୧୮ରେ ସତର୍କ କରିଥିଲେ "ମଣିଷ ପ୍ରକୃତିକୁ ଯେପରି ଲୁଣ୍ଠନ କରୁଛି, ଖୁବ ଶୀଘ୍ର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର ଶିକାର ହେବ । ୨୦୫୦-୬୦ବେଳକୁ ମଣିଷ ପୃଥିବୀରୁ ଲୋପ ପାଇଯିବ ।" ପ୍ରଫେସର ରାଧାମୋହନ ଓ ଷ୍ଟିଫେନ ହକିନ୍]ସ୍ ଏକା କଥା କୁହନ୍ତି । କିନ୍ତୁ ସାଧାରଣ ଚାଷୀ, ମୂଲିଆ ଓ ସ୍କୁଲଛାତ୍ରମାନେ ଷ୍ଟିଫେନ୍ ହକିନ୍]ସ୍]ଙ୍କୁ ବୁଝିବା କଷ୍ଟ । ପ୍ରଫେସର ରାଧାମୋହନଙ୍କ ଉପସ୍ଥାପନା ଅତି ନିଆରା । ତାଙ୍କ ଲେଖାକୁ ୮/୧୦ ବର୍ଷର ପିଲାଠାରୁ ଆରମ୍ଭ କରି ଗାଁର ୭୦/୮୦ବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସହଜରେ ବୁଝିଯିବେ । ମୁଁ ଜଣେ ଆଜୀବନ ଶିକ୍ଷାର୍ଥୀ । ପ୍ରଫେସର ରାଧାମୋହନଙ୍କ ଜ୍ଞାନ ମାପିବା ମୋ ପକ୍ଷେ ସମ୍ଭବ ନୁହଁ । କେବଳ ଏତିକି କହିବି ଯେ ପ୍ରଫେସର ରାଧାମୋହନଙ୍କୁ ତାଙ୍କ ହାତତିଆରି 'ସମ୍ଭବ' ଓ 

Show More
List Price $14.00
Your Price  $13.86
Paperback