Back to Search

Semananka Katha

AUTHOR Mishra, Sneha
PUBLISHER Black Eagle Books (07/13/2022)
PRODUCT TYPE Paperback (Paperback)

Description

ଏହି ଗଳ୍ପ ସଂକଳନରେ ସନ୍ନିହିତ ଗଳ୍ପ ଗୁଡ଼ିକର ଉଭୟ କଥାବସ୍ତୁ ଓ ଚରିତ୍ର ମାନଙ୍କରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ସାଧାରଣ ଉପସ୍ଥାପନା ଶୈଳୀରେ ପରିବେଷଣ କରାଯାଇଥିବା ଏହି କଥାବସ୍ତୁ ଓ ଚରିତ୍ର ମାନଙ୍କରେ ଏକ ଅସାଧାରଣ ଓ ଅନନ୍ୟ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କଥାବସ୍ତୁ ଓ ଚରିତ୍ର ଗୁଡ଼ିକ ଏକ ଅବହେଳିତ ସାମାଜିକ ପୃଷ୍ଠଭୂମିରୁ ଆନୀତ। ତେବେ ସେଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ 'ବାଦ'ରେ ଛନ୍ଦି ହୋଇନାହାନ୍ତି। ସବୁରି ଉର୍ଦ୍ଧ୍ବରେ ଏକ ଗଭୀର ମାନବିକ ଆବେଦନ ଏହାର ମୂଖ୍ୟ ପ୍ରସଙ୍ଗ।

Show More
Product Format
Product Details
ISBN-13: 9781645602965
ISBN-10: 1645602966
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 102
Carton Quantity: 68
Product Dimensions: 5.50 x 0.24 x 8.50 inches
Weight: 0.31 pound(s)
Country of Origin: US
Subject Information
BISAC Categories
Fiction | Literary
Fiction | Short Stories (single author)
Fiction | Women
Descriptions, Reviews, Etc.
publisher marketing

ଏହି ଗଳ୍ପ ସଂକଳନରେ ସନ୍ନିହିତ ଗଳ୍ପ ଗୁଡ଼ିକର ଉଭୟ କଥାବସ୍ତୁ ଓ ଚରିତ୍ର ମାନଙ୍କରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ସାଧାରଣ ଉପସ୍ଥାପନା ଶୈଳୀରେ ପରିବେଷଣ କରାଯାଇଥିବା ଏହି କଥାବସ୍ତୁ ଓ ଚରିତ୍ର ମାନଙ୍କରେ ଏକ ଅସାଧାରଣ ଓ ଅନନ୍ୟ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କଥାବସ୍ତୁ ଓ ଚରିତ୍ର ଗୁଡ଼ିକ ଏକ ଅବହେଳିତ ସାମାଜିକ ପୃଷ୍ଠଭୂମିରୁ ଆନୀତ। ତେବେ ସେଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ 'ବାଦ'ରେ ଛନ୍ଦି ହୋଇନାହାନ୍ତି। ସବୁରି ଉର୍ଦ୍ଧ୍ବରେ ଏକ ଗଭୀର ମାନବିକ ଆବେଦନ ଏହାର ମୂଖ୍ୟ ପ୍ରସଙ୍ଗ।

Show More
List Price $12.00
Your Price  $11.88
Paperback