Back to Search

Itara Kahani

AUTHOR Hota, Prasanna Kumar; Chhotray, Devdas
PUBLISHER Vidya Publishing Inc. (10/19/2021)
PRODUCT TYPE Paperback (Paperback)

Description

କାହାଣୀଟିଏ ଖାଲି ଲେଖା ଯାଏନା - ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ - ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ "ଇତର କାହାଣୀ" ।

ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine's Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ ।

ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King's Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ ।

"ଇତର କାହାଣୀ" ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।

Show More
Product Format
Product Details
ISBN-13: 9781990494093
ISBN-10: 1990494099
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 240
Carton Quantity: 30
Product Dimensions: 5.50 x 0.55 x 8.50 inches
Weight: 0.68 pound(s)
Country of Origin: US
Subject Information
BISAC Categories
Fiction | General
Descriptions, Reviews, Etc.
publisher marketing

କାହାଣୀଟିଏ ଖାଲି ଲେଖା ଯାଏନା - ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ - ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ "ଇତର କାହାଣୀ" ।

ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine's Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ ।

ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King's Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ ।

"ଇତର କାହାଣୀ" ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।

Show More
List Price $17.99
Your Price  $17.81
Paperback