Back to Search

Streeloka

AUTHOR Mohanty, Giribala
PUBLISHER Black Eagle Books (11/19/2021)
PRODUCT TYPE Paperback (Paperback)

Description

କବିତାର କୋମଳ ପୃଥିବୀରେ ଅସହାୟତା ଓ ଆକ୍ରୋଶର ଦୀର୍ଘଶ୍ୱାସ ଟାଣି, ବନ୍ଧୁତ୍ୱ ଓ ସଂପ୍ରୀତିର ଆନନ୍ଦ ଖେଳାଇ ଗୋଟିଏ ଏମିତି ପୃଥିବୀର ଚିତ୍ର 'ସ୍ତ୍ରୀଲୋକ' ଦିଏ, ଯେଉଁଠି ବ୍ୟକ୍ତି ସମୂହର ବ୍ୟଞ୍ଜନାରେ ଉତ୍]କୀର୍ଣ; ଯେଉଁଠି ସମକାଳ ସର୍ବକାଳର ବ୍ୟଞ୍ଜନାରେ ମହନୀୟ; ଯେଉଁଠି ବ୍ୟଥା ସହ ଏକୀଭୂତ ସହାନୁଭୂତି ଓ ସୌନ୍ଦର୍ଯ୍ୟାନୁଭୂତି ସହ ଏକୀଭୂତ ଜୀବନଦର୍ଶନ । 'ସ୍ତ୍ରୀଲୋକ' ସଂକଳନର କବିତାଗୁଡ଼ିକ ନାରୀର ସ୍ୱାଭିମାନ ଓ ସ୍ୱାଧିକାର, ସମଗ୍ର ପୃଥିବୀର ନାନାନୁ କଷଣ ଓ ଜୀବନର କୋମଳତା ଓ ପ୍ରତୀ-ସଂପ୍ରୀତିକୁ ସେଗୁଡ଼ିକର ସର୍ବୋଚ୍ଚ ନାନ୍ଦନିକତା ସହ ରୂପାୟିତ କରିଛି ।

Show More
Product Format
Product Details
ISBN-13: 9781645602231
ISBN-10: 1645602230
Binding: Paperback or Softback (Trade Paperback (Us))
Content Language: Oriya
More Product Details
Page Count: 140
Carton Quantity: 52
Product Dimensions: 5.50 x 0.33 x 8.50 inches
Weight: 0.41 pound(s)
Country of Origin: US
Subject Information
BISAC Categories
Poetry | Women Authors
Poetry | Subjects & Themes - General
Poetry | Asian - General
Descriptions, Reviews, Etc.
publisher marketing

କବିତାର କୋମଳ ପୃଥିବୀରେ ଅସହାୟତା ଓ ଆକ୍ରୋଶର ଦୀର୍ଘଶ୍ୱାସ ଟାଣି, ବନ୍ଧୁତ୍ୱ ଓ ସଂପ୍ରୀତିର ଆନନ୍ଦ ଖେଳାଇ ଗୋଟିଏ ଏମିତି ପୃଥିବୀର ଚିତ୍ର 'ସ୍ତ୍ରୀଲୋକ' ଦିଏ, ଯେଉଁଠି ବ୍ୟକ୍ତି ସମୂହର ବ୍ୟଞ୍ଜନାରେ ଉତ୍]କୀର୍ଣ; ଯେଉଁଠି ସମକାଳ ସର୍ବକାଳର ବ୍ୟଞ୍ଜନାରେ ମହନୀୟ; ଯେଉଁଠି ବ୍ୟଥା ସହ ଏକୀଭୂତ ସହାନୁଭୂତି ଓ ସୌନ୍ଦର୍ଯ୍ୟାନୁଭୂତି ସହ ଏକୀଭୂତ ଜୀବନଦର୍ଶନ । 'ସ୍ତ୍ରୀଲୋକ' ସଂକଳନର କବିତାଗୁଡ଼ିକ ନାରୀର ସ୍ୱାଭିମାନ ଓ ସ୍ୱାଧିକାର, ସମଗ୍ର ପୃଥିବୀର ନାନାନୁ କଷଣ ଓ ଜୀବନର କୋମଳତା ଓ ପ୍ରତୀ-ସଂପ୍ରୀତିକୁ ସେଗୁଡ଼ିକର ସର୍ବୋଚ୍ଚ ନାନ୍ଦନିକତା ସହ ରୂପାୟିତ କରିଛି ।

Show More
List Price $12.00
Your Price  $11.88
Paperback